ରକ୍ଷୟିତା Rakshayitā

  • ସଂ. ବିଣ. ପୁଂ (ରକ୍ଷ ଧାତୁ+କର୍ତ୍ତୃ ତୃ; ରକ୍ଷୟିତୃ; 1 ମା 1 ବ) — ରକ୍ଷକ (ଦେଖ) — Rakshaka (See)
  • ସଂ. ବିଣ. ପୁଂ (ରକ୍ଷ ଧାତୁ+କର୍ତ୍ତୃ ତୃ; ରକ୍ଷୟିତୃ; 1 ମା 1 ବ) — ଜଗିବା ବାଲା — Watching; guarding