ରକ୍ଷିତ Rakshita
- ସଂ. ବିଣ (ରକ୍ଷ ଧାତୁ+କର୍ମ. ତ) — ବିପଦରୁ ପରିତ୍ରାତ — Saved from danger
- ସଂ. ବିଣ (ରକ୍ଷ ଧାତୁ+କର୍ମ. ତ) — ପ୍ରତିଫଳିତ — Reared up; maintained
- ସଂ. ବିଣ (ରକ୍ଷ ଧାତୁ+କର୍ମ. ତ) — ସଂଗୋପିତ; ଜଗା ହୋଇଥିବା — Guarded; protected; treasured
- ସଂ. ବିଣ (ରକ୍ଷ ଧାତୁ+କର୍ମ. ତ) — ଆଶ୍ରୟକୁ ନୀତ — Taken under one's protection
- ବି — ବୈଦ୍ୟକ ଗ୍ରନ୍ଥ ବିଶେଷ — Name of a Hindu medicinal work
- ଦେ. ବି — ବଙ୍ଗୀୟମାନଙ୍କର ବଂଶୋପାଧି ବିଶେଷ — A family-title in Bengal