ରକ୍ଷିତ ଜଙ୍ଗଲ Rakshita jaṅgala

  • ଦେ. ବି — ଅଟକ୍ ଜଙ୍ଗଲ; ଯେଉଁ ଜଙ୍ଗଲରୁ କାଠ ଆଦି ନେବାକୁ ଗଭର୍ଣ୍ଣମେଣ୍ଟଙ୍କର ବା ରାଜାଙ୍କ ନିଷେଧ ଥାଏ — Protected forest