ରକ୍ଷାପେକ୍ଷକ Rakshāpeshkaa
- ସଂ. ବି. ପୁଂ (ରକ୍ଷା+ଅପେକ୍ଷକ) — ଦ୍ୱାରୀ; ଦ୍ୱାର ରକ୍ଷକ — Door-keeper; a porter
- ସଂ. ବି. ପୁଂ (ରକ୍ଷା+ଅପେକ୍ଷକ) — ଅନ୍ତଃପୁରରକ୍ଷକ — A person engaged to guard the female compartments
- ସଂ. ବି. ପୁଂ (ରକ୍ଷା+ଅପେକ୍ଷକ) — ନପୁଂସକ ବ୍ଯକ୍ତି — An eunoch
- ସଂ. ବି. ପୁଂ (ରକ୍ଷା+ଅପେକ୍ଷକ) — [ଦ୍ର—ପୂର୍ବେ ନପୁଂସକମାନଙ୍କୁ ରାଜନ୍ତଃପୁରର ରକ୍ଷା କାର୍ଯ୍ୟରେ ନିଯୁକ୍ତ କରା ଯାଉଥିଲା।]
- ସଂ. ବି. ପୁଂ (ରକ୍ଷା+ଅପେକ୍ଷକ) — ନଟ — An actor
- ସଂ. ବି. ପୁଂ (ରକ୍ଷା+ଅପେକ୍ଷକ) — ଭଣ୍ଡ — A Jester
- ସଂ. ବି. ପୁଂ (ରକ୍ଷା+ଅପେକ୍ଷକ) — ଅପ୍ରାକୃତିକ ଉପାୟରେ ଇନ୍ଦ୍ରିୟବୃତ୍ତି ଚରିତାର୍ଥ କରିବାପାଇଁ ରକ୍ଷିତ ବାଳକ — A catamite (Apte)