ରକ୍ଷାକାରୀ Rakshākārī

  • ସଂ. ବି. ପୁଂ (ରକ୍ଷା+କୃ ଧାତୁ+କର୍ତ୍ତୃ. ଇନ୍) — ରକ୍ଷକ; ତ୍ରାଣକର୍ତ୍ତା — Protector
  • ସଂ. ବି. ପୁଂ (ରକ୍ଷା+କୃ ଧାତୁ+କର୍ତ୍ତୃ. ଇନ୍) — ଯମ — God of death
  • ବିଣ. ପୁଂ — ଯେ ରକ୍ଷା କରେ — Protecting