ରକ୍ଷା ସୂତ୍ର Rakshā sūtra

  • ସଂ. ବି (ମ. ପ. ଲୋ) — ଆତ୍ମରକ୍ଷାର୍ଥ ହାତରେ ବନ୍ଧାଯିବା ଅଭିମନ୍ତ୍ରିତ ସୂତା; ରାଖି — A knot of consecrated string tied round the hand, in order to save one's self from evil influences