ରକ୍ଷା ମନ୍ତ୍ର Rakshā mantra

  • ସଂ. ବି (ମ. ପ. ଲୋ) — ପ୍ରାଣରକ୍ଷା ପାଇଁ ବ୍ଯବହୃତ ମନ୍ତ୍ର; ଯେଉଁ ମନ୍ତ୍ରବଳରେ ଅନିଷ୍ଟରୁ ବା ଅମଙ୍ଗଳରୁ ରକ୍ଷା ମିଳେ — Mystic formulae used in saving a person from danger or calamity etc
  • ସଂ. ବି (ମ. ପ. ଲୋ) — [ଦ୍ର—ରକ୍ଷା ପଞ୍ଚମୀ ତଳେ ନୋଟ୍ ଦେଖ।]