ରକ୍ଷା ଭୂଷଣ Rakshā bhūsaṇa

  • ସଂ. ବି (ମ. ପ. ଲୋ) — ଭୂତ ପ୍ରେତ ଆଦିଙ୍କ ଦାଉରୁ ରକ୍ଷା ପାଇବା ପାଇଁ ବ୍ଯବହୃତ ଅଳଙ୍କାର — An ornament worn as a charm against evil spirits