ରକ୍ଷା କାଣ୍ଡ Rakshā kāṇḍa

  • ସଂ. ବି — ଅମଙ୍ଗଳରୁ ରକ୍ଷା କରିବା ପାଇଁ ବ୍ଯବହୃତ ଦୂର୍ବାଦି ଗୁଚ୍ଛ — A bundle of Dub grass used to ward off danger
  • ସଂ. ବି — [ଦ୍ର—ଏହା ରକ୍ଷା— ପଞ୍ଚମୀ ଦିନ ରାତିରେ ଘରର ଦାଣ୍ଡଚାଳରେ ଓ ବାଡ଼ି— ଚାଳରେ ବନ୍ଧାଯାଏ।]