ରକ୍ଷା କରିବା Rakshā karibā
- ଦେ. କ୍ରି — ବିପଦରୁ ବଞ୍ଚାଇବା — To save from danger
- ଦେ. କ୍ରି — ଜଗିବା — To guard; to watch
- ଦେ. କ୍ରି — [ଉ—ଦୁର୍ଯ୍ୟୋଧନ ଶକୁନି କର୍ଣ୍ଣ ପୃଷ୍ଠ ଦେଶ, ରକ୍ଷା କରିଣ ଯୁଦ୍ଧ କଲେ ବହି ତୋଷ। କୃଷ୍ଣସିଂହ. ମହାଭାରତ. ବନ)
- ଦେ. କ୍ରି — ହେପାଜିତ୍ କରିବା — To take care of
- ଦେ. କ୍ରି — ସାଇତିବା — To keep
- ଦେ. କ୍ରି — ଜିମା ନେବା — To be in the custody of
- ଦେ. କ୍ରି — (ଲକ୍ଷଣାର୍ଥ) ଉତ୍ତମ ବା ମଙ୍ଗଳମୟ କାର୍ଯ୍ୟ କରିବା — (figurative) To save a situation by certain action
- ଦେ. କ୍ରି — (ଯଥା—ତୁ ରକ୍ଷା କଲୁ ଯେ, ମତେ ଏ ବିପଦ ବେଳେ ସାହାଯ୍ୟ କଲୁ।)