ରକ୍ଷା କବଚ Rakshā kabacha
- ସଂ. ବି (ମ. ପ. ଲୋ) — ଶତ୍ରୁର ଆକ୍ରମଣରୁ ଶରୀରକୁ ବଞ୍ଚାଇବା ପାଇଁ ବ୍ଯବହୃତ ସାଞ୍ଜୁ — Protective armour
- ସଂ. ବି (ମ. ପ. ଲୋ) — ବ୍ୟାଧିରୁ ବା ତାନ୍ତ୍ରିକ ଅଭିଚାରରୁ ବା ବିପଦରୁ ରକ୍ଷା ପାଇବା ନିମନ୍ତେ ଦେହରେ ଧାରଣ କରାଯିବା ଅଭିମନ୍ତ୍ରିତ ଡେଉଁରିଆ — Consecrated amulet or casket worn to save one's self from calamity
- ସଂ. ବି (ମ. ପ. ଲୋ) — ରାଖି (ଦେଖ) — Rākhhi (See)