ରକ୍ଷସ୍ତ୍ୱ Rakshastwa

  • ସଂ ବି (ରକ୍ଷସ+ଭାବର୍ଥେ ତ୍ୱ) — ରାକ୍ଷସପ୍ରକୃତି — Demonical nature (Apte)
  • ସଂ ବି (ରକ୍ଷସ+ଭାବର୍ଥେ ତ୍ୱ) — ରାକ୍ଷସଜନୋଚିତ ନିଷ୍ଠୁରତା — Fiendish cruelty; malignity