ରକ୍ଷରଜା Raksharajā

  • ସଂ. ବି. ସ୍ତ୍ରୀ — ବାଳୀ ଓ ସୁଗ୍ରୀବଙ୍କ ମାତା — Name of a mythological being said to be the mother of Bāḻi and Sugrība, the money-kings
  • ସଂ. ବି. ସ୍ତ୍ରୀ — [ଦ୍ର—ଏ ବ୍ରହ୍ମାଙ୍କ ଅଶ୍ରୁଜଳରୁ ଜାତ ହୋଇଥିଲେ। ଏ ପ୍ରଥମେ ପୁରୁଷ ଥିଲେ। ଏ ମେରୁ ଶିଖରରେ ଅବସ୍ଥିତ ସରୋବରବିଶେଷରେ ସ୍ନାନ କରିବାରୁ ରମଣୀ ରୂପ ପ୍ରାପ୍ତ ହେଲେ ଓ ଏହାଙ୍କ ଗର୍ଭରେ ବାଳୀ ଓ ସୁଗ୍ରୀବ ଜନ୍ମଗ୍ରହଣ କରିଥିଲେ। କିଛିକାଳ ପରେ ଦୈବାନୁଗ୍ରହରୁ ଏ ମାନବ ରୂପ ତ୍ୟାଗ କରି ବାନରୀ ରୂପ ଧାରଣ କରି ବ୍ରହ୍ମାଙ୍କ ଆଦେଶରେ କିସ୍କିନ୍ଧ୍ୟାରେ ରାଜତ୍ୱ କଲେ—ସୁବଳଚନ୍ଦ୍ର।]