ରକ୍ତୋଦର Raktodara

  • ସଂ. ବି (ବହୁବ୍ରୀହି) — ଯାହାର ପେଟ ନାଲିଆ — Having a red belly
  • ସଂ. ବି — ରୋହୀ ମାଛ (ଦ୍ରବ୍ଯଗୁଣ) — The Rohi fish
  • ସଂ. ବି — ସୁଶ୍ରୁତୋକ୍ତ ଏକ ପ୍ରକାର ବିଷାକ୍ତ ବିଛା (ହି. ଶ) — A kind of venemous scorpion