ରକ୍ତିମା Raktimā

  • ସଂ. ବି (ରକ୍ତ+ଭାବ. ଇମନ; ରକ୍ତିମନ୍ 1 ମା 1 ବ) — ରକ୍ତବର୍ଣ୍ଣତ୍ୱ; ଲାଲ ଆଭା — Red hue; redness
  • ସଂ. ବି (ରକ୍ତ+ଭାବ. ଇମନ; ରକ୍ତିମନ୍ 1 ମା 1 ବ) — ନାଲିରଙ୍ଗ — Red colour