ରକ୍ତାର୍ମ Raktārma

  • ସଂ. ବି (ରକ୍ତ+ଅର୍ମନ୍; 1 ମା 1 ବ) — ଆଖି ଡୋଳାଉପରେ ମାଂସ ଜମା ହୋଇ ନାଲି କଇଁପରି ଦେଖାଯିବା ରୋଗ [ହି. ଶ] — A disease of the eye in which the eyeballs are covered with a layer of red flesh