ରକ୍ତାର୍ବ୍ୱୁଦ Raktārbbuda
- ସଂ. ବି. — ରକ୍ତକ୍ଷରଣ ଜନିତ ମୁଷ୍କସ୍ଫୀତି — 1. Heamatocele; swelling of the scrotum due to effusion of blood
- ସଂ. ବି. — ରକ୍ତସ୍ରାବୀ ଆବୁ — Bloody tumour (Apte)
- ସଂ. ବି. — ଏକ ପ୍ରକାର ରୋଗ, ଯହିଁରେ ଲିଙ୍ଗ ଉପରେ ଶୁକ୍ର ଦୋଷରୁ ଉତ୍ପନ୍ନ କୃଷ୍ଣବର୍ଣ୍ଣ ବ୍ରଣ ଓ ନାଲି ଘିମିରି ଫଳିଯାଏ (ହି. ଶ) — A kind of disease attacking the male organ
- ସଂ. ବି. — ଏକପ୍ରକାର ବ୍ରଣରୋଗ — A kind of disease
- ସଂ. ବି. — [ଦ୍ର—ଏ ରୋଗରେ ଦେହରେ ଗୁଡ଼ିଏ ବଥ ବାହାରି ତହିଁରୁ ପୂଯ ଓ ରକ୍ତ ବହେ ଓ ଦେହ ବର୍ଣ୍ଣ ହଳଦିଆ ହୁଏ—(ହି. ଶ)]