ରକ୍ତାଧରା Raktādharā

  • ସଂ. ବିଣ. ସ୍ତ୍ରୀ (ରକ୍ତାଧର+ଆ) — ରକ୍ତାଧରର ସ୍ତ୍ରୀଲିଙ୍ଗ — Feminine of Raktādhara
  • ସଂ. ବି. ସ୍ତ୍ରୀ — କିନ୍ନରୀ — A Kinnarī