ରକ୍ତାକ୍ତ Raktākta
- ସଂ. ବିଣ ( 3 ୟା ତତ୍; ରକ୍ତ+ଅକ୍ତ) — ରକ୍ତରଞ୍ଜିତ; ରକ୍ତ ବୋଳା ହୋଇଥିବା — Coloured with blood; blood-reddened; bloody
- ସଂ. ବିଣ ( 3 ୟା ତତ୍; ରକ୍ତ+ଅକ୍ତ) — ନାଲି ରଙ୍ଗ କରାଯାଇ ଥିବା — Dyed red; coloured red; blood-red
- ବି — ରକ୍ତଚନ୍ଦନ (ଦେଖ) — Raktachandana (See)