ରକ୍ତହର Raktahara

  • ସଂ. ବିଣ (ରକ୍ତ+ହୃ ଧାତୁ+କର୍ତ୍ତୃ. ଅ) — ଯାହା ଦେହରୁ ରକ୍ତ ଶୁଖାଇ ଦିଏ — Causing loss of blood
  • ସଂ. ବି — ଭାଲିଆ (ହି. ଶ) — Marking nut