ରକ୍ତଷ୍ଠୀବି Raktashṭhībi
- ସଂ. ବି — ଘାତକ ସନ୍ନିପାତ ରୋଗ ବିଶେଷ — A kind of fatal collapse (disease)
- ସଂ. ବି — [ଦ୍ର—ଏ ରୋଗୀର ମୁହଁରୁ ଛେପ ସଙ୍ଗେ ବହୁପରିମାଣରେ ରକ୍ତ ବାହାରେ; ଦୀର୍ଘନିଶ୍ୱାସ ଓ ପେଟ ଫୁଲା ହୁଏ; ଜିଭରେ ଚକା ଦାଗମାନ ପଡ଼ିଯାଏ ଓ ସେଥିରୁ ରକ୍ତ ବାହାରେ। ଏ ରୋଗ ଅସାଧ୍ୟ—ହି. ଶ]