ରକ୍ତର ଗରମି Raktara garami

  • ଦେ. ବି — ଯୁବା ବୟସ ଓ ସ୍ୱାସ୍ଥ୍ୟ ଯୋଗୁଁ ରକ୍ତର ବିଶୁଦ୍ଧତା ଜନିତ ସ୍ଫୁର୍ତ୍ତି — Exuberance of spirits due to youth
  • ଦେ. ବି — ସାମାନ୍ୟ କଥାରେ ଜନ୍ମିବା ଯୁବକ— ସୁଲଭ ଉତ୍ତେଜନା — Passionateness due to youth
  • ଦେ. ବି — (ମନ୍ଦ ଅର୍ଥ) ଯୁବକସୁଲଭ ଚାପଲ୍ୟ ବା ଔଦ୍ଧତ୍ୟ — (bad sense) Youthful agility or arrogance