ରକ୍ତଯିବା Rakta j̄ibā

  • ଦେ. ବି — ରକ୍ତ ବୋହିବା — Flowing of blood
  • ଦେ. ବି — ସ୍ତ୍ରୀମାନଙ୍କର ଋତୁକାଳରେ ରକ୍ତସ୍ରାବ — Flow of menstrual blood
  • ଦେ. ବି — ପ୍ରସବାନ୍ତେ କିଛିଦିନ ଜରାୟରୁ ରକ୍ତ ମିଶ୍ରିତ ରସ ବହିବା — Discharge of lochia