ରକ୍ତବୀଜ ବଂଶ Raktabīja baṁṡa

  • ଦେ. ବି — ରକ୍ତବୀଜ ଅସୁର ପରି ଯାହାର ବଂଶ ମାଡ଼ି ଯାଉଥାଏ (ଯଥା—ଛାରପୋକ।) — A term applied to being who multiply swiftly
  • ଦେ. ବି — [ଦ୍ର—କୌଣସି ଲୋକର ବଂଶବୃଦ୍ଧି ହେଲେ ବା ବହୁସନ୍ତାନ ଜନ୍ମିଲେ ଲୋକ କହନ୍ତି, ତା ବଂଶ ରକ୍ତବୀଜ ଭଳି ମାଡ଼ି ଯାଉଛି।]