ରକ୍ତପଡ଼ିବା Rakta paṟḍ̠ibā

  • ଦେ. ବି — ଗୋଡ଼ ଆଦି ଗୋଦର ହେବା; ବାତଜର ହେତୁ ହାତ, ଗୋଡ଼, କୋଷ, ଲିଙ୍ଗ, ସ୍ତନ ଆଦି ବେଦନାଯୁକ୍ତ ହୋଇ ଫୁଲିଯିବା — The swelling of the limbs (legs, hands, scrotum, penis, female breast) due to elephantiasis
  • ଦେ. ବି — [ଦ୍ର—ହାତଗୋଡ଼କୁ ରକ୍ତ ଗଡ଼ିବାକୁ ଗୋଦର, କୋଷକୁ କୁରୁଣ୍ଡ, ଲିଙ୍ଗକୁ ହାତିଶୁଣ୍ଢା, ସ୍ତନକୁ ଥନହରା ବୋଲାଯାଏ।]