ରକ୍ତପିଣ୍ଡ Rakta piṇḍa
- ସଂ. ବି. — ( 6 ଷ୍ଠୀ ତତ୍) ପିଣ୍ଡୀକୃତ ରକ୍ତ; ରକ୍ତର ଗୋଲକ — (6ଷ୍ଠୀ ତତ୍) ପିଣ୍ଡୀକୃତ ରକ୍ତ; ରକ୍ତର ଗୋଲକ—. A ball of clotted blood
- ସଂ. ବି. — [କର୍ମଧା] ରକ୍ତବର୍ଣ୍ଣ ଗୋଲକ — A bloody-red ball
- ସଂ. ବି. — (ବହୁବ୍ରୀହି) ଜବା ବା ମନ୍ଦାର ଫୁଲ — Red china rose; Habiscus Rosa; Sinensis
- ସଂ. ବି. — ବନ୍ୟ ବୃକ୍ଷ ବିଶେଷ — Name of a small tree; Ventilago Madraspatana
- ସଂ. ବି. — ଶରୀରରେ ରକ୍ତାଧିକ୍ୟ ଜନିତ ଏକପ୍ରକାର ରୋଗ — Plethora
- ସଂ. ବି. — ଗୁହ୍ୟ, ନାସା ଓ ମୁଖରୁ ଅବିରତ ଛେଲା ଛେଲା ରକ୍ତ ପଡ଼ିବା ରୋଗ — 5. Spontaneous discharge of clots of blood through the mouth, the nostrils and the anus
- ସଂ. ବି. — ନାଲିଆ ବଥ — Red boil; red pimple (Apte)
- ସଂ. ବି. — କୁଷ୍ଠ ମହାବ୍ୟାଧିର ପୂର୍ବଲକ୍ଷଣସୂଚକ ରକ୍ତାଭ ସ୍ଫୋଟକବିଶେଷ — Eruptions of red colour which are the symptoms of approaching leprosy