ରକ୍ତପାୟୀ Rakta pāyī

  • ସଂ. ବିଣ. ପୁଂ. (ରକ୍ତ + ପା ଧାତୁ=ପିଇବା+କର୍ତ୍ତୃ. ଇନ୍) — ଯେଉଁ ଜୀବ ରକ୍ତ ପାନକରେ — Blood- sucking; drinking blood
  • ସଂ. ବିଣ. ପୁଂ. (ରକ୍ତ + ପା ଧାତୁ=ପିଇବା+କର୍ତ୍ତୃ. ଇନ୍) — ଯେଉଁ କୀଟ ବା ଜୀବମାନେ ଅନ୍ୟଜୀବର ଦେହରୁ ରକ୍ତପାନ କରନ୍ତି (ଯଥା—ମଶା, ଛାରପୋକ, ଟିଙ୍କ, ଇତ୍ୟାଦି) — Any blood-sucking animal
  • ସଂ. ବିଣ. ପୁଂ. (ରକ୍ତ + ପା ଧାତୁ=ପିଇବା+କର୍ତ୍ତୃ. ଇନ୍) — ଉକୁଣି — Louse
  • ସଂ. ବିଣ. ପୁଂ. (ରକ୍ତ + ପା ଧାତୁ=ପିଇବା+କର୍ତ୍ତୃ. ଇନ୍) — ଛାରପୋକ — Bed bug
  • ସଂ. ବିଣ. ପୁଂ. (ରକ୍ତ + ପା ଧାତୁ=ପିଇବା+କର୍ତ୍ତୃ. ଇନ୍) — ଜୋକ — Leech