ରକ୍ତପାତ Rakta pāta

  • ସଂ. ବି—( 6 ଷ୍ଠୀ ତତ୍) — ହତପ୍ରାଣୀର ଦେହରୁ ରକ୍ତ ବାହାରିବା — The spilling or blood of a slaughtered animal on the ground
  • ସଂ. ବି—( 6 ଷ୍ଠୀ ତତ୍) — ରକ୍ତ ବାହାର କରିବାଦ୍ୱାରା ହତ୍ୟା ବା ଗୁରୁତର ଆଘାତ — Murder or grievous hurt caused by shedding of blood; bloodshed
  • ସଂ. ବି—( 6 ଷ୍ଠୀ ତତ୍) — ରକ୍ତନିର୍ଗମନ; ରକ୍ତ ବୋହିବା, ରକ୍ତସ୍ରାବ — Flowing of blood; haemorrhage
  • ସଂ. ବି—( 6 ଷ୍ଠୀ ତତ୍) — ଗର୍ଭରୁ ପ୍ରସବକାଳୀନ ରକ୍ତର ନିଃସରଣ — Uterine haemorrhage