ରକ୍ତପାତା Raktapātā

  • ସଂ. ବି. ସ୍ତ୍ରୀ— (ରକ୍ତପାତ +ଆ; ରକ୍ତ କୋଷିବାଦ୍ୱାରା ଜୀବ ଶରୀରରୁ ଯାହା ରକ୍ତପାତ କରାଏ) — ଜଳୌକା; ଜୋକ — Leech