ରକ୍ତଦୃକ୍ Ratkadṛuk

  • ସଂ. ବିଣ. ପୁଂ(ରକ୍ତ+ଦୃଶ୍ ଧାତୁ+କର୍ତ୍ତୃ. କ୍ୱିପ୍; ରକ୍ତଦୃଶ୍ ଶବ୍ଦ) — ରକ୍ତବର୍ଣ୍ଣ ଚକ୍ଷୁ ବିଶିଷ୍ଟ — Having blood-shot eyes, having blood-red eyes
  • ବି — କପୋତ; କାପତା ଚଢ଼େଇ — Dove
  • ବି — ପାରା — Pigeon (Apte)