ରକ୍ତଚାଉଳ ଚୋବାଇବା Rakta cha̲u̲ḻa chobāibā

  • ଦେ. କ୍ରି — ଅତ୍ୟନ୍ତ କ୍ରୋଧରେ (ବାହାରେ ପ୍ରକାଶ ନ କରି) ମନେ ମନେ ଜର୍ଜରିତ ହେବା — To be burning in anger