ରକ୍ତଚକ୍ଷୁ କାଢ଼ିବା Raktachakshu kāṟḍ̠ẖibā

  • ଦେ. କ୍ରି—(ଲକ୍ଷଣାର୍ଥ) କୌଣସି ବ୍ୟକ୍ତି ଉପରେ ଅତି କ୍ରୁଦ୍ଧ ହେବା; ନାଲିଆଖି କାଢ଼ିବା — (figurative) To show red eyes; to burn with rage