ରକ୍ତକେଶୀ Raktakeṡī

  • ସଂ. ବିଣ (ରକ୍ତ+କେଶ+ଇନ୍; 1 ମା. 1 ବ) — ଯାହାର କେଶ ରକ୍ତବର୍ଣ୍ଣ ବା କହରା (ହି. ଶ) — Having reddish or auburn hair