ରକ୍ତକାଣ୍ଡ Raktakāṇḍa
- ସଂ. ବି — ନାଲି ପୁରୁଣୀ ଶାଗ — Red variety of hogweed; Serpent Ophyoxilon; Baerhavia Alata Rubra
- ସଂ. ବି — [ଦ୍ର—କଥିତ ଅଛି ଯେ ନକୁଳ ବା ନେଉଳ ସାପଦ୍ୱାରା ଦଷ୍ଟ ହେଲେ ଏହି ଗଛର ଚେରକୁ ଖାଇ ସର୍ପ—ଦଂଶନଜ୍ୱାଳାରୁ ମୁକ୍ତ ହୁଏ। ସାଧାରଣତଃ ଏ ଗଛକୁ 'ଅମରମୌଷଧି' କହନ୍ତି।]