ରକ୍ତକଣ୍ଠ Rakta kaṇṭha
- ସଂ. ବିଣ. ପୁଂ (ବହୁବ୍ରୀହି; ରକ୍ତ=ସୁଶ୍ରାବ୍ୟ+କଣ୍ଠ= ସ୍ୱର ଯାହାର) — ମନୋହର କଣ୍ଠ ନାଲିଆ — Red-necked
- ସଂ. ବିଣ. ପୁଂ (ବହୁବ୍ରୀହି; ରକ୍ତ=ସୁଶ୍ରାବ୍ୟ+କଣ୍ଠ= ସ୍ୱର ଯାହାର) — ସୁକଣ୍ଠ; ଯାହାର ସ୍ୱର ସୁମିଷ୍ଟ — Having a melodious tone or voice
- ସଂ. ବି — କୋକିଳ (ହି.ଶ.) — Indian cuckoo
- ସଂ. ବି — ବାଇଗଣ (ହି.ଶ.) — Brinjal
- ସଂ. ବି — ହରଡ଼ ଚଢ଼େଇ; ହରୀତ (ଦେଖ) (ଦ୍ରବ୍ୟଗୁଣ) — Harīta (See)