ରକ୍ତ ସ୍ରାବ Rakta srāba
- ସଂ. ବି—( 6 ଷ୍ଠୀ ତତ୍) — ଦେହରୁ ରକ୍ତଧାର ବୋହିବା — Copious bleeding; discharge of blood; sanguifluxus
- ସଂ. ବି—( 6 ଷ୍ଠୀ ତତ୍) — ଘୋଡ଼ାଙ୍କ ଆଖିରୁ ରକ୍ତ ବା ନାଲି ପାଣି ବହିବା ରୋଗବିଶେଷ (ହି. ଶ) — A disease of the horse in which blood or red watery substance comes out of its eyes