ରକ୍ତ ସ୍ନାତ Rakta snāta

  • ସଂ. ବିଣ. ପୁଂ—( 3 ୟା ତତ୍) — ଯେ ରକ୍ତରେ ଗାଧୋଇଲା ଭଳି ରକ୍ତଜର୍ଜର ହୋଇଅଛି — Bathed in blood; thoroughly drenched with blood