ରକ୍ତ ଶ୍ୱେତ Rakta ṡweta

  • ସଂ. ବିଣ. (ରକ୍ତ+ଶ୍ୱେତ) — ନାଲି ଓ ଧଳା ମିଶା — Red and white
  • ସଂ. ବି — ସୁଶ୍ରୁ— ତୋକ୍ତ ଏକପ୍ରକାର ବିଷାକ୍ତ ବିଛା (ହି. ଶ) — A kind of very poisonous scorpion