ରକ୍ତ ଶୋଷା Rakta ṡoshā

  • ଦେ. ବିଣ (ସଂ. ରକ୍ତ ଶୋଷକ) — ରକ୍ତ ଶୋଷଣ କରେ — Blood-sucking
  • ଦେ. ବିଣ (ସଂ. ରକ୍ତ ଶୋଷକ) — (ଲକ୍ଷଣାର୍ଥ)—ଧନ ଶୋଷକ (ରାଜା ବା ମହାଜନ) — (Figurative) (a tyrant or usurer) Sucking riches from people