ରକ୍ତ ଶୋଷକ Rakta ṡoshaka

  • ସଂ. ବିଣ. ପୁଂ (ଉପପଦ; ରକ୍ତ+ଶୋଷକ) — ଯେ ରକ୍ତ ଶୋଷିନିଏ — Blood-sucking
  • ସଂ. ବିଣ. ପୁଂ (ଉପପଦ; ରକ୍ତ+ଶୋଷକ) — ଶରୀରରୁ ରକ୍ତକୁ ଶୁଖାଇ ଦେବା (ଔଷଧ) — (medicine) Having the power or effect of drying the blood in the system
  • ସଂ. ବି. ପୁଂ — ରକ୍ତ ଶୋଷଣକାରୀ ଜୀବ — Blood-sucker