ରକ୍ତ ଶାସନ Rakta ṡāsana

  • ସଂ. ବି—(ରକ୍ତ=ନାଲିଆ+ଶାସନ=ରାଜାଜ୍ଞା ଆଦି, ସମ୍ଭବତଃ ରାଜାଜ୍ଞାପତ୍ରାଦି ଏହି ପଦାର୍ଥଦ୍ୱାରା ନାଲ ରଙ୍ଗ ଚିହ୍ନିତ ହେଉ ଥିବାରୁ) — ସିନ୍ଦୂର — Red lead