ରକ୍ତ ଶାଳି Rakta ṡāḻi
- ସଂ ବି — ରକ୍ତବର୍ଣ୍ଣର ଲଘୁ ଶାରଦ ଧାନ (ଯଥା—ନାଲିଟୁକୁରି।) — Red variety of early winter paddy; Orciza Sativa
- ସଂ ବି — [ଦ୍ର—ଶାଳି ଧାନ ମଧ୍ୟରେ ରକ୍ତଶାଳି ଧାନ୍ୟ ଶ୍ରେଷ୍ଠ। ଏହା ବକଳର ବର୍ଣ୍ଣ ପ୍ରସାଦକ, ତ୍ରିଦୋଷ— ନାଶକ, ଚକ୍ଷୁର ହିତକର, ମୂତ୍ରକାରକ, ସ୍ୱରବର୍ଦ୍ଧକ, ଶୁକ୍ର— ଜନକ, ଅଗ୍ନିଦୀପକ, ପୁଷ୍ଟିକର। ଏହା ପିପାସା, ଜ୍ୱର, ବିଷ ଦୋଷ, ବ୍ରଣ, ଶ୍ୱାସ, କାସ ଓ ଦାହ ନିବାରକ— ଦ୍ରବ୍ଯଗୁଣ।]