ରକ୍ତ ରେଣୁ Rakta reṇụ

  • ସଂ. ବି — (କର୍ମଧା)—ନାଲି ଗୁଣ୍ଡା — Red powder
  • ସଂ. ବି — ସିନ୍ଦୂର — Red lead; vermilion
  • ସଂ. ବି — (ବହୁବ୍ରୀହି) ପଲାଶ ଫୁଲର କଢ଼ — Bud of the Butea Frondosa flower (Apte)
  • ସଂ. ବି — ନାଗେଶ୍ୱର ଗଛ — Mesua ferra
  • ସଂ. ବି — କ୍ରୁଦ୍ଧବ୍ଯକ୍ତି — An angry person; a person furious with rage