ରକ୍ତ ମୂତିବା Rakta mūtibā

  • ଦେ. କ୍ରି — ଦେହ ବିଶେଷ ଗରମ ହେବା (ଅଧିକ କ୍ଷଣ ନିଆଁ ପାଖେ ବା ଖରାରେ ରହିବା କିମ୍ବା ଉପବାସ କରିବା) ଯୋଗୁଁ ରକ୍ତ ପରି ନାଲି ପ୍ରସ୍ରାବ କରିବା — To pass blood-red urine
  • ଦେ. କ୍ରି — ପ୍ରମେହାଦି ଯୋଗୁଁ ମୂତ୍ର ସହିତ ରକ୍ତ ପ୍ରସ୍ରାବ କରିବା — To pass blood in urine (due to gonorrhea)