ରକ୍ତ ମୁଖ Rakta mukha

  • ସଂ. ବିଣ. ପୁଂ(ବହୁବ୍ରୀହି) — ଯାହାର ମୁହଁର ବର୍ଣ୍ଣ ରକ୍ତ — Red-faced
  • ସଂ. ବିଣ. ପୁଂ(ବହୁବ୍ରୀହି) — ଯାହାର ମୁଁହ ରୁଧିରାକ୍ତ — Having the face besmeared with blood
  • ସଂ. ବି — ରୋହୀ ମାଛ (ଦ୍ରବ୍ଯଗୁଣ) — Rohi fish