ରକ୍ତ ବୁହା Rakta buhā

  • ଦେ. ବି. (ସଂ. ରକ୍ତ ବହନ) — ରକ୍ତ ବହିବା — Bleeding
  • ବିଣ — ଯହିଁରୁ ରକ୍ତ ବହୁଥାଏ — Bleeding
  • ବିଣ — (ଯଥା—ସେ ତାକୁ ରକ୍ତବୁହା କରି ମାଇଲା)