ରକ୍ତ ବହିବା Rakta bahibā

  • ଦେ. କ୍ରି (ସଂ. ରକ୍ତ ଓ ବହ୍ ଧାତୁ) — ଶରୀରସ୍ଥ କ୍ଷତରୁ ରକ୍ତଧାରା ପ୍ରବାହିତ ହେବା — To bleed (said of bleeding from a wound)