ରକ୍ତ ବସିବା Rakta basibā

  • ଦେ. ବି — ରକ୍ତ ଜମିବା — Coagulation of blood
  • ଦେ. ବି — ବୟୋବୃଦ୍ଧି ଯୋଗୁଁ କାମକ୍ରୋଧାଦିର ବେଗ କମିଯିବା — The cooling of one's passions with the advance of years