ରକ୍ତ ଫଳା Rakta phaḻā
- ସଂ. ବି — ବିମ୍ବିକା; ବିମ୍ବ; ଗୋରୁ ଖିଆ ଲତା — A cucurbitatious creeper; Memordica Monadelpha
- ସଂ. ବି — ସ୍ୱର୍ଣ୍ଣବଲ୍ଲୀ ନାମକ ଲତା — A varity of creeper
- ସଂ. ବି — [ଦ୍ର—ଏହାର ଅନ୍ଯ ସଂ. ନାମ କୀକୟଃ, କାକବଲ୍ଲରୀ। ଏହା ଶିରୋରୋଗ ଓ ତ୍ରିଦୋଷ ନାଶକ ଏବଂ ସ୍ତନ୍ଯବର୍ଦ୍ଧକ— ଦ୍ରବ୍ଯଗୁଣ।