ରକ୍ତ ପ୍ରଧାନ ଧାତୁ Rakta pradhāna dhātu

  • ସଂ. ବି — ରକ୍ତ ପ୍ରାବଲ୍ୟ ଯୁକ୍ତ ଶାରୀରିକ ଅବସ୍ଥା — Sanguine temperament (characterised by softskin, ruddy complexion, blue eyes, auburn hair, frequent pulse, large veins and vivid sensation.)
  • ସଂ. ବି — [ଦ୍ର—ଏଥିର ଲକ୍ଷଣ— ଦେହର ବର୍ଣ୍ଣ ରକ୍ତାଭ, ପତଳା ଚମଡ଼ା, ଚିଲା ଆଖି, କହରାବାଳ, ନାଡ଼ିର ଶୀଘ୍ର ଗତି, ଦେହର ଶିରା ଟାଣି ହୋଇ ରହିବା।]